Browsing Tag

Aska

ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ପୂଜନ ଉତ୍ସବ

ଆସିକା,୫/୯(ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ଗୁୁର ପୂଜନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମ ଆସିକା ସହର ଉପକଣ୍ଠ ହରିହର ହାଇସ୍କୁ୍‌ଲ ଠାରେ ଅନୁଷ୍ଠିତ ହୋଇଥିଲା । ମୁ୍‌ଖ୍ୟ ଅତିଥି ଭାବେ

ଏବିଭିପି ଗଞ୍ଜାମ ବିଭାଗର ବିଭାଗ ସଂଯୋଜକ ହେଲେ ଅନିଲ

ଆସିକା -୬/୭/୨୦୨୩ (ପ୍ରତିନିଧି - ମନୋଜ ନାୟକ ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସମ୍ଭାଗ କାର୍ଯ୍ୟଳୟ କୁରୁଡା, ବାଲେଶ୍ବର ଠାରେ ଚଳିତ ବର୍ଷର ପ୍ରାନ୍ତ ଅଭ୍ଯାସ ବର୍ଗ ଅନୁଷ୍ଠିତ ହୋଇଯାଇଛି ଯାହା ୩ ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ଏହି କାର୍ଯ୍ୟକ୍ରମ ବାଲେଶ୍ୱରରେ