ଝଗଡେଇ ଗ୍ରାମରେ ପିଇବା ପାଣି ସମସ୍ୟା , ବିଜେଡି ଜନସମ୍ପର୍କ ପଦଯାତ୍ରାରେ ଅଭିଯୋଗ ଆଣିଲେ ଶତାଧିକ ମହିଳା
ଆସିକା,୮/୧୦ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାଲିଛାଇ ପଞ୍ଚାୟତ ଝଗଡେଇ ଗ୍ରାମରେ ଦେଖା ଦେଇଛି ଜଳ ଉତ୍କଟ । ପିଇବା ପାଣି ପାଇଁ ପ୍ରତ୍ୟେକ ଦିନ ନାନା ଅସୁବିଧା ଭୋଗୁଛନ୍ତି ଝଗଡେଇ ଗ୍ରାମବାସୀ । ଉତ୍କଟ ଜଳାଭାବ ଓ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ।
ଏଠାରେ!-->!-->!-->…