ମାସିକ ଧର୍ମ ବେଳେ ସ୍ତ୍ରୀ ସହ ସମ୍ଭୋଗ କରିବା ଉଚିତ୍ ନା ନାହିଁ? ଜାଣିବାକୁ ଚାହୁଁଛନ୍ତି କି? ଏବେ ହି ପଢ଼ନ୍ତୁ ….

0 533

ବେଳେ ବେଳେ ଆମ ମନରେ ଗୋଟିଏ ଅଜବ ପ୍ରଶ୍ନ ଉଙ୍କିମାରେ ଯେ ପ୍ରେମିକା, ପତ୍ନୀର ମାସିକ ଧର୍ମ ବା ପିରିୟଡ ବେଳେ ସେକ୍ସ କରିବା ଠିକ୍ ନା ନାହିଁ ? ଏଭଳି ପ୍ରଶ୍ନ କେବଳ ପୁରୁଷମାନଙ୍କ ମନରେ ନୁହେଁ ଯୁବତୀମାନଙ୍କ ମନରେ ବି ଆସିଥାଏ । ତେବେ ଆସନ୍ତୁ ଆଜି ଜାଣିବା ଏହି ସମୟରେ ସେକ୍ସ କରିବା ଉଚିତ୍ ନା ନୁହେଁ…

ଆପଣ ଜାରି ରଖିବା ଦରକାର ଯେ, ବିବାହ ପରେ ଶାରୀରିକ ସମ୍ପର୍କ ରଖିବା ଏକ ସାମାଜିକ ପ୍ରକ୍ରିୟା । ପରିବାରକୁ ଆଗକୁ ବଢ଼ାଇବାକୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏହି ସମ୍ପର୍କ ରଖିବା ଜରୁରୀ ହୋଇଥାଏ । ସବୁ ସମୟରେ ପତିପତ୍ନୀ ପରସ୍ପରର ସହମତିରେ ସମ୍ପର୍କ ସ୍ଥାପନ କରୁଥିଲେ ମଧ୍ୟ ମାସକରେ କିଛି ଦିନ ପାଇଁ ସେମାନେ ସମ୍ପର୍କ ସ୍ଥାପନ କରିପାରନ୍ତି ନାହିଁ । ଏହାର କାରଣ ହେଉଛି ମହିଳାଙ୍କ ମାସିକ ଧର୍ମ ବା ଋତୁସ୍ରାବ ବା ପିରିୟଡ୍‌ସ । ମାସକୁ ୫-୬ ଦିନ ପ୍ରତ୍ୟେକ ମହିଳା ମାସିକ ଧର୍ମ ଯୋଗୁ ସମ୍ବନ୍ଧ ବନାଇପାରିନଥା’ନ୍ତି ।

ତେବେ ପିରିୟଡ୍‌ସ ସମୟରେ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ମହିଳା ଗର୍ଭବତୀ ହୋଇନଥାନ୍ତି ବୋଲି ଏକ ସାଧାରଣ ଧାରଣା ରହିଛି । ଏହି କାରଣରୁ ମହିଳାମାନେ ଏହି ସମୟରେ ଅସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ କରିଥାନ୍ତି । କିନ୍ତୁ ସତରେ କ’ଣ ଏହି ସମୟରେ ସମ୍ବନ୍ଧ ରଖିଲେ ମହିଳା ଗର୍ଭଧାରଣ କରିନଥାନ୍ତି? ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ଯୌନ ବିଶେଷଜ୍ଞଙ୍କ ମତରେ ଗର୍ଭଧାରଣ କରିବାକୁ ଚାହୁଁନଥିବା ବ୍ୟକ୍ତି ଏହି ସମୟରେ ପ୍ରୋଟେକ୍ସନ୍‌ ବ୍ୟବହାର କରିବା ଉଚିତ । ମାସିକ ଧର୍ମର କୌଣସି ଦିନ ଚାଲିଥିଲେ ବି ବିନା ସୁରକ୍ଷାରେ ସମ୍ପର୍କ ସ୍ଥାପନ କରିବା ବିପଦଜ୍ଜନକ ହୋଇପାରେ ।

ସାଧାରଣତଃ ଓଭ୍ୟୁଲେସନ୍‌ ବେଳେ ଅର୍ଥାତ୍‌ ପିରିୟଡ୍‌ସର ୧୪ ଦିନ ପୂର୍ବରୁ ଗର୍ଭଧାରଣର ସମ୍ଭାବନା ସବୁଠାରୁ ଅଧିକ ଥାଏ । ପ୍ରତ୍ୟେକ ମହିଳାଙ୍କ ମାସିକ ଧର୍ମର ସମୟ ଭିନ୍ନ ଭିନ୍ନ ହୋଇଥାଏ । ଯେଉଁ ମହିଳାଙ୍କ ପିରିୟଡ୍‌ସ କମ୍‌ ଦିନ ହୋଇଥାଏ ସେମାନଙ୍କର ଗର୍ଭଧାରଣର ସମ୍ଭାବନା ଅଧିକ ଥାଏ ।

ଏଠାରେ ଆମେ କହି ରଖିବାକୁ ଚାହୁଁ ଯେ, ସେକ୍ସ ଏକ ଏପରି ଜିନିଷ ଯାହା ଦ୍ୱାରା ପାର୍ଟନର ପରସ୍ପର ର ନିକଟତର ହେଇଥାନ୍ତି  I ପତିପତ୍ନୀ ହୁଅନ୍ତୁ କିମ୍ଭା ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ହୁଅନ୍ତୁ, ଅନେକ ଲୋକ ଙ୍କ ମନ ରେ ସେକ୍ସ କୁ ନେଇ ଭ୍ରାନ୍ତି ଧାରଣା ରହିଥାଏ I ଦିନ ରେ କେତେଥର ସେକ୍ସ କରିବା ଉଚିତ I ଏହା ଅଧିକାଂଶ ଲୋକେ ଜାଣି ନ ଥାନ୍ତି I ତେବେ ଗବେଷକ ଙ୍କ ର ସର୍ଭେ ରୁ ଜଣାଯାଇଛି କି ସପ୍ତାହ ରେ 3 ଥର ହିଁ ସେକ୍ସ କରିଲେ ଯଥେଷ୍ଠ ସୁଖ ମିଳିଥାଏ I 

Leave A Reply

Your email address will not be published.