Browsing Tag

ACCIDENT

କାଉଡିଆଙ୍କ ଉପରେ ମାଡିଗଲା କାର, ଦୁର୍ଘଟଣାରେ ୨ ମୃତ

ଆସିକା,୨୧/୮( ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଆସିକା କୋଟିନଡା ଥାନା ଅନ୍ତର୍ଗତ ଭେଟନଇ ଓ ଭେଜିପୁଟ ରାସ୍ତା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆସିକା ପଟୁ ବାଲିପଦର ଅଭିମୂଖେ ଯାଉଥିବା ଏକ କାର ଦ୍ରୁତ ଗତିରେ ଆସି କାଉଡିଆଙ୍କ ଉପରେ ମାଡି ଯାଇଥିଲା । ଏହି ଦୁର୍ଘଟଣାରେ ଜଣକର

ବାଇକ ଦୁର୍ଘଟଣାରେ ଆହତ ଯୁବକକୁ ମେଡିକାଲରେ ଭର୍ତ୍ତି କରିଲେ ଗଞ୍ଜାମ ଏସ.ପି

ଆସିକା,୧୭/୭ (ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ପାକଲାପଲ୍ଲୀ ଗେଟ ନିକଟରେ ବାଇକ ଦୁର୍ଘଟଣାରେ ଗୁରୁତର ଯୁବକ ଶତ୍ରୁଘନ ସାମଲକୁ ଗଞ୍ଜାମ ଏସ.ପି ଜଗମୋହନ ମିନା ଆସିକା ସବଡିଭିଜନ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରିଛନ୍ତି । ଗୁରୁତର ଯୁବକ ଜଣକ ହେଲେ