Browsing Tag

agriculture

କୃଷି ବିଭାଗ ପକ୍ଷରୁ ଆସିକା ବ୍ଲକର ବିଭିନ୍ନ କ୍ଷେତ୍ର ପରିଦର୍ଶନ

ଆସିକା,୧୪/୮(ମନୋଜ କୁମାର ନାୟକ) – ଓଡିଶା ସରକାରଙ୍କ କୃଷି ବିଭାଗ ନିର୍ଦ୍ଧେଶକ୍ରମେ ଆଜି ଆସିକା କୃଷି ବିଭାଗ ପକ୍ଷରୁ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରାଯାଇଛି । ଏହି ପରିଦର୍ଶନ ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କୀତ ସୂଚନା ଉପର ଚାଷୀ ମାନଙ୍କ ସହିତ ଆଲୋଚନା କରାଯାଇଥିଲା ।

ଧରାକୋଟରେ ପହଁଚିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ସଚେତନତା ରଥ

ଆସିକା,୨/୮ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଠାରେ ଆଜି ପ୍ରଧାନମନ୍ତ୍ରୀ ଫସଲ ବୀମା ସଚେତନତା ରଥ ପହଁଚିଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ କୃଷକ ମାନଙ୍କୁ ବୀମାଭୁକ୍ତ କରି କ୍ଷତି ପୂରଣ ଅର୍ଥ ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା