Browsing Tag

haridapadar

କୃଷି ବିଭାଗ ପକ୍ଷରୁ ଆସିକା ବ୍ଲକର ବିଭିନ୍ନ କ୍ଷେତ୍ର ପରିଦର୍ଶନ

ଆସିକା,୧୪/୮(ମନୋଜ କୁମାର ନାୟକ) – ଓଡିଶା ସରକାରଙ୍କ କୃଷି ବିଭାଗ ନିର୍ଦ୍ଧେଶକ୍ରମେ ଆଜି ଆସିକା କୃଷି ବିଭାଗ ପକ୍ଷରୁ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରାଯାଇଛି । ଏହି ପରିଦର୍ଶନ ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କୀତ ସୂଚନା ଉପର ଚାଷୀ ମାନଙ୍କ ସହିତ ଆଲୋଚନା କରାଯାଇଥିଲା ।

ଘରୋଇ କଳିକୁ କେନ୍ଦ୍ର ସରପଞ୍ଚ ସ୍ୱାମୀଙ୍କ ଆତ୍ମହତ୍ୟା

ଆସିକା,୧୩/୮(ମନୋଜ କୁମାର ନାୟକ ) - ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ହରିଡାପଦର ପଚାଂୟତ ମଣ୍ଟାପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଘରୋଇ କଳିକୁ କେନ୍ଦ୍ର ସରପଞ୍ଚ ଜୟନ୍ତି ବେହେରାଙ୍କ ସ୍ୱାମୀ ରମେଶ ବେହେରା ଗତକାଲି ରାତି ୯ ଘଣ୍ଟ ସମୟରେ ଆତ୍ମହତ୍ୟା କରିଥିବା ଜଣାଯାଇଛି ।