ନ୍ୟାୟ ଦାବୀରେ ଶ୍ୱଶୁର ଘର ବାରଣ୍ଡାରେ ଦୁଇ ଶିଶୁ ପୁତ୍ରଙ୍କ ସହ ମହିଳାଙ୍କ ଧାରଣା
ଆସିକା,୨/୧୦ (ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଆସିକା ଏନଏସି ତାଲୁକା ସ୍ଥିତ ବ୍ଲକ କଲୋନୀ ଠାରେ ଜଣେ ବିବାହିତ ମହିଳା ନିଜ ଦୁଇ ଶିଶୁ ପୁତ୍ରଙ୍କୁ ଧରି ନିଜ ଶ୍ୱଶୁର ଘର ବାରଣ୍ଡାରେ ଧାରଣାରେ ବସିଛନ୍ତି । ମହିଳା ଜଣକ ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗ୍ରାମର ନିରଞ୍ଜନ ପାତ୍ରଙ୍କ ଝିଅ!-->…