Browsing Tag

babanpur

ବାବନପୁର ପଚାଂୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ଆସିକା,୧୪/୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗୋଟିଏ ଗ୍ରାମ ଗୋଟିଏ ପଞ୍ଚାୟତ ବାବନପୁର ପଞ୍ଚାୟତରେ ଆଜି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ବାବନପୁର ସରପଚଂ ସଞ୍ଜୟ କୁମାର ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ।

କାନପୁର ଦକ୍ଷିଣ ଏସିଆ ସମ୍ମିଳନୀରେ ଗଡ୍ ପ୍ରତିଷ୍ଠାତା ସଞ୍ଜୟ ସମ୍ମାନିତ

ଆସିକା,୬/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଉତ୍ତରପ୍ରଦେଶ କାନପୁର ଠାରେ ଆୟୋଜିତ ଦକ୍ଷିଣ ଏସିଆ ସମ୍ମିଳନୀରେ ଗ୍ରୀନ ଅର୍ଗାନିକ ଡେଭେଲପମେଣ୍ଟ ଅନୁଷ୍ଠାନ (ଗଡ୍ ) ପ୍ରତିଷ୍ଠାତା ତଥା ଆସିକା ବ୍ଲକ ବାବନପୁର ସରପଞ୍ଚ ସଞ୍ଜୟ କୁମାର ନାୟକ ସମ୍ମାନିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ

ବାବନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ

ଆସିକା,୧୫/୮ (ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିନ ବାବନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଦ୍ମଚରଣ ସେଠୀଙ୍କ ପୈାରହିତ୍ୟରେ ଅନୁଷ୍ଟିତ ହୋଇଥିଲା ।