ଆସିକାରେ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ରର ଦ୍ୱିତୀୟ ବାର୍ଷିକ ଅଧିବେଶନ
ଆସିକା,୨୯/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ବାଣୀବିହାର ସ୍ଥିତ ବରିଷ୍ଠ ନାଗରିକ ଚିତ ବିନୋଦନ କେନ୍ଦ୍ରର ଆଜି ଦ୍ୱିତୀୟ…
ଆସିକାରେ ଋଷିକୁଲ୍ୟା ବ୍ରାହ୍ମଣ ମହାସଂଘର ବୈଠକ
ଆସିକା,୨୯/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଆସିକା ସହର ଉପକଣ୍ଠ ବସଷ୍ଟାଣ୍ଡ ବୁଢି ମାଁ ଠାକୁରାଣୀ ମନ୍ଦିର ପରିସର ଠାରେ ଋଷିକୁଲ୍ୟା ବ୍ରାହ୍ମଣ ମହାସଂଘର ଏକ…
ଆସିକା ବେଣିଆ ଭଜନ ମଣ୍ଡଳୀର ୪୭ ତମ ବାର୍ଷିକୋତ୍ସବ ଅନୁଷ୍ଠିତ
ଆସିକା,୨୯/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କାଳଷଣ୍ଡପୁର ପଞ୍ଚାୟତ ବେଣିଆ ଗାଁ ଠାରେ ଶ୍ରୀ ସତ୍ୟସାଇ ସେବା ସମିତି ବେଣିଆ…
ଦେବଭୂମି ଗ୍ରାମପଚାଂୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ଆସିକା,୨୧/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଦେବଭୂମି ଗ୍ରାମପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି…
ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଶୈକ୍ଷିକ ସୌଦ୍ଧ ଉନ୍ମୋଚନ
ଆସିକା,୧୯/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆଜି ଶୈକ୍ଷିକ ସୈାଦ୍ଧ ଉନ୍ମୋଚନ ହୋଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ…
ଗୁଣ୍ଠପଡା ଜଗଦଳପୁର ଉଚ୍ଚ ବିଦ୍ୟାଳୟରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ
ଆସିକା,୧୬/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗୁଣ୍ଠପଡା ଜଗଦଳପୁର ଉଚ୍ଚ ବିଦ୍ୟାଳୟରେ ଆଜି ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ…
ତକ୍ଷଶିଳା ଠାରେ ୩୦ ତମ ଜିଲ୍ଲା ସ୍ତରୀୟ କ୍ୟାମ୍ପରୀ ବନ୍ଧନ କାର୍ଯ୍ୟକ୍ରମ ଉଦଯାପିତ
ଆସିିକା,୧୨/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆଙ୍କୁଶପୁର ସ୍ଥିତ ତକ୍ଷଶିଳା ରେସିଡେନ୍ସିଆଲ ସ୍କୁଲ ଠାରେ ଆୟୋଜିତ ତିନି ଦିନିଆ ୩୦ ତମ ଜ଼ିଲ୍ଲା…
କୁଡୁତାଇ ଗାଁରେ ବନ୍ୟଜନ୍ତୁ ଶିକାର ବିଦ୍ୟୁତ ତାରରେ ଲାଗି ବାରହା ମୃତ୍ୟୁ : ଶିକାରୀ ଗିରଫ
ବେଲଗୁଣ୍ଠା,୯/୧୨(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବନାଞ୍ଚଳ ଅଧିନ କୁଡୁତାଇ ଗ୍ରାମରେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ…
ଦେବଭୂମୀ ଗ୍ରାମପଞ୍ଚାୟତ ନୋଡାଲ ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ
ଆସିକା,୪/୧ (ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଦେବଭୂମୀ ଗ୍ରାମପଞ୍ଚାୟତ ନୋଡାଲ ହାଇସ୍କୁଲ ଠାରେ ଆଜି ବାର୍ଷିକ କ୍ରୀଡା ଉତ୍ସବ କାର୍ଯ୍ୟକ୍ରମ…