Browsing Tag

dharakote

କେନ୍ଦୁପଲି ବିଶିଷ୍ଟ ଜ୍ୟୋର୍ତିବିଦ ଦଣ୍ଡପାଣିଙ୍କ ୮୦ ବର୍ଷରେ ବିୟୋଗ

ଧରାକୋଟ,୨୩/୯ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବାହାଁରପୁର ପଞ୍ଚାୟତ କେନ୍ଦୁପଲି ଗ୍ରାମର ବିଶିଷ୍ଟ ଜ୍ୟୋର୍ତିବିଦ, ଶିକ୍ଷକ ତଥା କର୍ମକାଣ୍ଡ ପୁରୋହିତ ଦଣ୍ଡପାଣି ତ୍ରିପାଠୀଙ୍କ ପରଲୋକ ହୋଇଛି । ସେ ୮୦ ବର୍ଷ କାଳରେ ନିଜ ଗ୍ରାମ ବାସଭବନରେ ପ୍ରାଣ ତ୍ୟାଗ କରିଥିଲେ ।

ଝାଡବନ୍ଧ ପଞ୍ଚାୟତରେ ଭତା ବଣ୍ଟନ ଓ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା

ଆସିକା,୨୩/୯(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଝାଡବନ୍ଧ ପଚାଂୟତରେ ଆଜି ସାମାଜିକ ଭତା ବଟଂନ ଓ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ଦେବରାଜ ନାୟକ ସଂଯୋଜନା କରିଥିବା

ଧରାକୋଟ ଠାରେ ୫୨୦ ଜଣ ହିତାଧିକାରୀଙ୍କୁ ସାମାଜିକ ଭତ୍ତା ବଣ୍ଟନ

ଧରାକୋ,୨୨/୯(ମନୋଜ କୁମାରନାୟକ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଆଜି ୫୨୦ ଜଣ ହିତାଧିକାରୀଙ୍କୁ ସାମାଜିକ ଭତ୍ତା ବଣ୍ଟନ କରାଯାଇଛି । ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସମସ୍ତି କରଣ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ମଧୁ ବାବୁ ପେନସନ

ଟେକ୍‌ନିକାଲ ହାଇସ୍କୁଲ ଠାରେ ଦିନିକିଆ ଜୋନାଲ ସ୍ତରୀୟ ସ୍କୁଲ କ୍ରିଡା ପ୍ରତିଯୋଗିତା

ଆସିକା,୨୨/୯ (ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଆସିକା ଗୋଷ୍ଠୀ ଶିକ୍ଷା ଅଧିନ କଲେଜ ଛକ ସ୍ଥିତ ଟେକନିକାଲ ହାଇସ୍କୁଲ ଠାରେ ଆଜି ଜୋନାଲ ସ୍ତରୀୟ ସ୍କୁଲ କ୍ରିଡା ପ୍ରତିଯୋଗିତା ଅନୁଷ୍ଟିତ ହୋଇଛି । ଏହି ପ୍ରତିିିଯୋଗିତାରେ ଆସିକା ବ୍ଲକ ଓ ଧରାକୋଟ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କୁଷଗୁମା ଆଦର୍ଶ ବିଦ୍ୟାଳୟରେ ମକଡ୍ରିଲ

ଧରାକୋଟ,୨୧/୯(ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କୁଷଗୁମା ଆଦର୍ଶ ବିଦ୍ୟାଳୟରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ ପ୍ରଦର୍ଶନ କରାଯାଇଛି ।ଏହି କାର୍ଯ୍ୟକ୍ରମ ଧରାକୋଟ ଅଗ୍ନିଶମ ବିଭାଗ ଅଧିକାରୀ ଚିତରଞ୍ଜନ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବାଧାନରେ ହୋଇଥିଲା । ପ୍ରାକୃତିକ

ଆସିକା ‘ମମ’ ଶିକ୍ଷାନୁଷ୍ଠାନ ପକ୍ଷରୁ ତିରିଶି ହଜାର ଗଣେଶ ମୂର୍ତ୍ତି ପୂଜିତ

ଆସିକା,୨୦/୯ (ମନୋଜ କୁମାର ନାୟକ) - ଆସିକା ସହର ଉପକଣ୍ଠ ‘ମମ’ ଶିକ୍ଷାନୁଷ୍ଠାନରେ ତିରିଶି ହଜାର ଗଣେଶ ମୂର୍ତ୍ତି ପୂଜିତ ହୋଇଛି । କେଉଁ ମୂର୍ତ୍ତି ଧ୍ୟାନ ମୂଦ୍ରାରେ ତ ଆଉ ଅନ୍ୟଟି ଆଶ୍ରୀବାଦ ମୂଦ୍ରା ଓ ତାଣ୍ଡବ ମୂଦ୍ରାରେ ପୂଜିତ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶୀତ କରାଯାଇଛି ।

ମୁଣ୍ଡମରାଇ ଠାରେ ଧରାକୋଟ ତାଲୁକା ବିଶ୍ୱକର୍ମା ସମାଜ କର୍ମକର୍ତା ନିର୍ବାଚନ

ଆସିକା,୨୦/୯ (ମନୋଜ କୁମାର ନାୟକ)- ଗଞ୍ଜାମ ଜିଲ୍ଲା ଧରାକୋଟ ତାଲୁକା ବିଶ୍ୱକର୍ମା ସମାଜ କର୍ମକର୍ତା ନିର୍ବାଚନ ଅନୁଷ୍ଟିତ ହୋଇଛି । ମୁଣ୍ଡମରାଇ ସ୍ଥିତ ହିରାଖଣ୍ଡି ବିଶ୍ୱକର୍ମା ମନ୍ଦିର ଠାରେ କର୍ମକର୍ତା ନିର୍ବାଚନ ଅନୁଷ୍ଟିତ ହୋଇଥିବା ବେଳେ ରାଜଶ୍ରୀ ଦୟାନିଧୀ ମହାରଣା ଓ ସଭାପତି ତାରିଣୀ

ଧରାକୋଟର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଧୂମଧାମରେ ପାଳିତ

ଆସିକା,୨୦/୯ (ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ବିଦ୍ୟାଦାତା ଗଣେଶଙ୍କ ପୂଜା ବଡ ଧୁମଧାମରେ ପାଳିତ ହୋଇଛି ।ଏହି ଅବସରରେ କଳସ ସ୍ଥାପନା, ମଣ୍ଡଳ ପୂଜା, ଷୋଡଶ ଉପଚାରରେ ପ୍ରଭୁଙ୍କୁ ପୂଜା ପରେ ଭୋଗଲାଗି କରାଯାଇଥିଲା । ଧରାକୋଟ ଗଡର

କୁଷଗୁମା ଓଡିଶା ଆଦର୍ଶ ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ

ଧରାକୋଟ,୧୯/୯ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କୁଷଗୁମା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ପ୍ରତିଷ୍ଠା ଦିବସ ବିଦ୍ୟାଳୟ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦୋରାଙ୍କ ପୈାରହିତ୍ୟରେ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ

ସରକାରୀ ଯୋଜନା ସଫଳ ରୁପାୟନ ପାଇଁ ବିଜେଡିର ଡିଜିଟାଲ ତାଲିମ

ଆସିକା,୧୯/୯ (ମନୋଜ କୁମାର ନାୟକ) – ରାଜ୍ୟ ସରକାର ଲୋକଙ୍କ ପାଇଁ ସାମାଜିକ ଓ ଅର୍ଥନୈତିକ ବୃଦ୍ଧି ନେଇ ଅନେକ ଲୋକାଭିମୂଖୀ ଯୋଜନା ପ୍ରଣୟନ କରିଛନ୍ତି । ଏହାର ସଫଳ ରୂପାୟନ ଯେପରି ଲୋକଙ୍କ ନିକଟରେ ପହଁଚିବ ସେଥିପାଇଁ ବିଜେଡି ପକ୍ଷରୁ ଏକ ଡିଜିଟାଲ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ