Browsing Tag

Education

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କୁଷଗୁମା ଆଦର୍ଶ ବିଦ୍ୟାଳୟରେ ମକଡ୍ରିଲ

ଧରାକୋଟ,୨୧/୯(ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କୁଷଗୁମା ଆଦର୍ଶ ବିଦ୍ୟାଳୟରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ ପ୍ରଦର୍ଶନ କରାଯାଇଛି ।ଏହି କାର୍ଯ୍ୟକ୍ରମ ଧରାକୋଟ ଅଗ୍ନିଶମ ବିଭାଗ ଅଧିକାରୀ ଚିତରଞ୍ଜନ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବାଧାନରେ ହୋଇଥିଲା । ପ୍ରାକୃତିକ

ଆସିକା ‘ମମ’ ଶିକ୍ଷାନୁଷ୍ଠାନ ପକ୍ଷରୁ ତିରିଶି ହଜାର ଗଣେଶ ମୂର୍ତ୍ତି ପୂଜିତ

ଆସିକା,୨୦/୯ (ମନୋଜ କୁମାର ନାୟକ) - ଆସିକା ସହର ଉପକଣ୍ଠ ‘ମମ’ ଶିକ୍ଷାନୁଷ୍ଠାନରେ ତିରିଶି ହଜାର ଗଣେଶ ମୂର୍ତ୍ତି ପୂଜିତ ହୋଇଛି । କେଉଁ ମୂର୍ତ୍ତି ଧ୍ୟାନ ମୂଦ୍ରାରେ ତ ଆଉ ଅନ୍ୟଟି ଆଶ୍ରୀବାଦ ମୂଦ୍ରା ଓ ତାଣ୍ଡବ ମୂଦ୍ରାରେ ପୂଜିତ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶୀତ କରାଯାଇଛି ।

କୁଷଗୁମା ଓଡିଶା ଆଦର୍ଶ ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ

ଧରାକୋଟ,୧୯/୯ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କୁଷଗୁମା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ପ୍ରତିଷ୍ଠା ଦିବସ ବିଦ୍ୟାଳୟ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦୋରାଙ୍କ ପୈାରହିତ୍ୟରେ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ

ଆସିକା ଏନଏସି ପକ୍ଷରୁ ସ୍ୱଚ୍ଚତା ହିଁ ସେବା, ବର୍ଜ୍ୟବସ୍ତୁ ମୁକ୍ତ ଭାରତ କାର୍ଯ୍ୟକ୍ରମ

ଆସିକା,୧୭/୯ (ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଆସିକାରେ ଆଜି ସ୍ୱଚ୍ଚତା ହିଁ ସେବା, ବର୍ଜ୍ୟବସ୍ତୁ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁଙ୍କ ତତ୍ୱାବାଧାନରେ ଅନୁଷ୍ଟିତ ହୋଇଥିବା ବେଳେ ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ

ଗହଙ୍ଗୁ ସେକ୍ଟରରେ ପୋଷଣ ମାସ ପାଳନ ଉତ୍ସବ

ଆସିକା,୧୬/୯ (ମନୋଜ କୁମାର ନାୟକ) - ଆସିକା ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଗହଙ୍ଗୁ ସେକ୍ଟରରେ ଆଜି ପୋଷଣ ମାସ ପାଳନ ଉତ୍ସବ-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ, ଗଞ୍ଜାମ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ପକ୍ଷରୁ ଆୟୋଜିତ ହୋଇଛି ।

ଆସିକାରେ ତ୍ରିଦିବସୀୟ ତାଲିମ ଶିବିର ‘ସାମର୍ଥ୍ୟ’ ଉଦଯାପିତ

ଆସିକା,୧୩/୯ (ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସମଗ୍ର ଶିକ୍ଷା, ଗଞ୍ଜାମ ପକ୍ଷରୁ ଅନ୍ତର୍ନିବେଶୀ ଶିକ୍ଷା ବିଭାଗ, ଷ୍ଟାର ପ୍ରୋଜେକ୍ଟ ଜରିଆରେ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ତ୍ରିଦିବସୀୟ ତାଲିମ ଶିବିର

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ‘ସାମର୍ଥ୍ୟ’ ତ୍ରିଦିବସୀୟ ତାଲିମ ଶିବିର

ଆସିକା,୧୧/୯ (ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ " ସାମର୍ଥ୍ୟ " ତ୍ରିଦିବସୀୟ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ସମଗ୍ର ଶିକ୍ଷା, ଗଞ୍ଜାମ ଆନୁକୂଲ୍ୟରେ ଅନ୍ତର୍ନିବେଶୀ

ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ପୂଜନ ଉତ୍ସବ

ଆସିକା,୫/୯(ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ଗୁୁର ପୂଜନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମ ଆସିକା ସହର ଉପକଣ୍ଠ ହରିହର ହାଇସ୍କୁ୍‌ଲ ଠାରେ ଅନୁଷ୍ଠିତ ହୋଇଥିଲା । ମୁ୍‌ଖ୍ୟ ଅତିଥି ଭାବେ

ଆସିକା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ ପାଳିତ

ଆସିକା,୫/୯(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ପବିତ୍ର ଗୁରୁ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ପାଣ୍ଡିଆପଥର ଜୟଦୁର୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଟିତ ହୋଇଥିଲା । ଆସିକା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି

ଆସିକା ବ୍ଲକରେ ଦୁଇଟି ଶିକ୍ଷକ ସଂଘ ପକ୍ଷରୁ ପୃଥକ ପୃଥକ ଗୁରୁ ଦିବସ ପାଳିତ

ଆସିକା,୫/୯(ମନୋଜ କୁମାର ନାୟକ) – ଭାରତୀୟ ପରମ୍ପରା ଅନୁଯାୟୀ ଗୁରୁ ଜଣେ ବ୍ୟକ୍ତି ନୁହଁନ୍ତି ବରଂ ଏକ ଶକ୍ତିର ଉତ୍ସ । ଛାତ୍ର ଜୀବନ ଗଢିବାରେ ସେ ହେଉଛନ୍ତି ଭଗବାନ । ଗୁରୁଙ୍କ ପ୍ରତ୍ୟେକ ଚିନ୍ତା ଓ ଚେତନାରେ ଐଶ୍ୱରୀୟ ବିଭୂତି ପ୍ରକାଶିତ ହୋଇଥାଏ । ସେ ଜଣେ ସାଧାରଣ ବ୍ୟକ୍ତି ହୋଇଥିଲେ ମଧ୍ୟ