Browsing Tag

omm shanti

ଆସିକା ଶାନ୍ତି ଶକ୍ତି ଭବନରେ ତ୍ରୀମୂର୍ତୀ ଶିବ ଜୟନ୍ତି ପାଳିତ

ଆସିକା,୮/୩(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତି ଶକ୍ତି ଭବନ ଠାରେ ଆଜି ତ୍ରୀମୂର୍ତୀ ଶିବ ଜୟନ୍ତି ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ଶାନ୍ତି ଶକ୍ତି ଭବନ ପକ୍ଷରୁ ଆୟୋଜିତ ହୋଇଥିବା ବେଳେ

ଆସିକା ସବଜେଲରେ ରକ୍ଷା ବନ୍ଧନ ଉତ୍ସବ

ଆସିକା,୩୦/୮(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ସବଜେଲରେ ଆଜି ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଛି । ଆସିକା ଶାନ୍ତି ଶକ୍ତି ଭବନ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ଆୟୋଜିତ ହୋଇଥିବା ବେଳେ ଆସିକା ସବଜେଲ ସୁପେରିଟେଣ୍ଡେଣ୍ଟ ଦିଲ୍ଲୀପ କୁମାର ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ