Browsing Tag

Aska News

ଆସିକାରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଆସିକା,୨୮/୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ସହର କଳିଙ୍ଗରୋଡ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆଜି ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଛି । ଏହି ଉତ୍ସବ ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମୁନୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ

ଆସିକା ବି.ଆଇ.ଟି କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ବନ୍ଧୁମିଳନ

ଆସିକା,୨୬/୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ସତ୍ୟନାରାୟଣ ମନ୍ଦିର ସ୍ଥିତ ବି.ଆଇ.ଟି କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସୁନିଲ କୁମାର ମିଶ୍ରଙ୍କ

ଏନ.ଆର.ଟି.ଏସ ୨୦୨୩ ପରିକ୍ଷାରେ ଜନ୍ମେଜୟ ମିଶ୍ରଙ୍କ କୃତିତ୍ୱ

ଆସିକା,୨୭/୨ (ଶୁଣାକଥା) ମନୋଜ କୁମାର ନାୟକ : ଏନ.ଆର.ଟି.ଏସ ୨୦୨୩ ପରିକ୍ଷା ଫଳାଫଳରେ ଆସିକାର ଜନ୍ମେଜୟ ମିଶ୍ର କୃତିତ୍ୱ ହାସଲ କରିଛନ୍ତି । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ କଟକ ଦ୍ୱାରା ଗଞ୍ଜାମ ଜିଲ୍ଲା ଶିକ୍ଷାଅଧିକାରୀ ଅଧିନ ୨୧୦ ଜଣ ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରକାଶିତ ହୋଇଥିଲା ।

ଆସିକା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ଏସଏଚଜି ମହିଳାଙ୍କୁ ମିଳିଲା ସିଡ ମନି

ଆସିକା,୨୩/୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାବନପୁର ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ଦଳକୁ ସିଡ ମନି ପ୍ରଦାନ କରାଯାଇଛି । ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆତ୍ମା ଯୋଜନା ଅଧିନ

ଦଳୀୟ ଟିକେଟ ପାଇଁ ପ୍ରାର୍ଥୀ ଚୟନ କରିବ କେନ୍ଦ୍ରୀୟ ନେତୃତ୍ୱ : ଜିଲ୍ଲା କଂଗ୍ରେସ ସଭାପତି

ଆସିକା,୨୨/୨ (ଶୁଣାକଥା) ମନୋଜ କୁମାର ନାୟକ : ଆଜି ଗଞ୍ଜାମ ଜିଲ୍ଲା ପଶ୍ଚିମ ଭାଗ ଜିଲ୍ଲା ସଭାପତି ରବିନ୍ଦ୍ର ନାଥ ଶର୍ମା ନିଜ ବାସଗୃହ ଠାରେ ପୋଲସରା ଜିଲ୍ଲା ସାଧାରଣ ସମ୍ପାଦକ ଅଗସ୍ତି ବରାଡ, ଭଞ୍ଜନଗର ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବିଷୋୟୀଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ

ଆସିକା ଝଗଡେଇ ଗୁମ୍ପାରେ ବିଜେଡି ଓ ବିଜେପି ଭିତରେ ହାତଗଣ୍ଠି ପକାଇଲା କଂଗ୍ରେସ

ଆସିକା,୨୨/୨ (ଶୁଣାକଥା) ମନୋଜ କୁମାର ନାୟକ : ବିଜେଡି କନ୍ୟାକୁ ବିଜେପି ବର । ଏଭଳି ଏକ ନିଆରା ଢଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରତିବାଦ ସ୍ୱରୂପ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଆସିକା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ପ୍ରକାରର ବାହାଘର । ପ୍ରଦେଶ

ବିଭିନ୍ନ ଦାବୀ ନେଇ ଆସିକା ତହସିଲ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଆସିକା,୧୯/୨ (ଶୁଣାକଥା) ମନୋଜ କୁମାର ନାୟକ : ବହୁ ଅବହେଳିତ ଓ ପ୍ରତିକ୍ଷିତ ନ୍ୟାର୍ଯ୍ୟ ଅଣଆର୍ଥିକ ଦାବୀ ନେଇ ଆଜି ଆସିକା ତହସିଲ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ଆସିକା ଶାଖା ପକ୍ଷରୁ ସମୂହକାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । ଏହି ଆନ୍ଦୋଳନ ରେଭନ୍ୟୁ ସୁପରଭାଇଜର ବିଶ୍ୱନାଥ

ସନ୍ଧି ନୂଆପଲ୍ଲୀ ଗ୍ରାମରେ କଲକୀରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ

ଆସିକା,୧୯/୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖାରିଆ ପଚାଂୟତ ସନ୍ଧି ନୂଆପଲ୍ଲୀ ଗ୍ରାମ ଆଜି ଉତ୍ସବ ମୂଖରେ ହୋଇଥିଲା । ମୃଦୁଙ୍ଗ ଓ ଗିନି ତାଳରେ ଭକ୍ତିମୟ ପରିମୟ ପରିବେଶ ସୃଷ୍ଟି ହୋଇଥିଲା । ପ୍ରଭୁ ଅଚୁତନନ୍ଦଙ୍କ ଅବତାର କଲକୀ ମହାପ୍ରଭୁଙ୍କ ଭବ୍ୟ ମନ୍ଦିର

ଆସିକା କଂଗ୍ରେସର ନିଆର ବାହାଘର, ବିଜେପି ବରକୁ ବିଜେଡି କନ୍ୟା

ଆସିକା,୧୭/୨ (ଶୁଣାକଥା) ମନୋଜ କୁମାର ନାୟକ : ବିଜେପି ବରକୁ ବିଜେଡି କନ୍ୟା । ଆସିକା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ଏକ ଭିନ୍ନ ପ୍ରକାରର ବାହାଘର । ପ୍ରଦେଶ କଂଗ୍ରେସର ନିର୍ଦ୍ଦେଶକ୍ରମେ କେନ୍ଦ୍ରର ବିଜେପି ସରକାର ସହ ରାଜ୍ୟର ବିଜେଡି ସରକାରଙ୍କ ମଧ୍ୟରେ ବିବାହ ଉତ୍ସବ କରାଇଛି

ଆମ ହସପିଟାଲ ଯୋଜାନରେ ସରାକରୀ ଡାକ୍ତରଖାନ ରୂପାନ୍ତରୀକରଣ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦ୍ୱାରା ଲୋକାର୍ପଣ

ଆସିକା,୧୭/୨ (ଶୁଣାକଥା) ମନୋଜ କୁମାର ନାୟକ : ୫ଟି ଉପକ୍ରମରେ ଆମ ହସପିଟାଲ ଯୋଜାନରେ ସରକାରୀ ଡାକ୍ତରଖାନା ଗୁଡିକର ରୂପାନ୍ତରୀକରଣ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିବା ବେଳେ ଆସିକା ସବଡିଭିଜନ ମେଡିକାଲ ମଧ୍ୟ ଭରଚ୍ୟୁଆଲ ମାଧ୍ୟମରେ ଲୋକାର୍ପଣ ହୋଇଛି । ଓଡିଶା