Browsing Tag

political

ମୁନିଗାଡି ପଚାଂୟତରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ଆସିକା,୨୮/୧ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ମୁନିଗାଡି ପଚାଂୟତରେ ଆମ ଓଡିଶା ନବୀନ ଓଡିଶା ପଚାଂୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆସିକା ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ

ଓଡିଶା ପ୍ରଦେଶ ମହିଳା କଂଗ୍ରେସ ସମ୍ପାଦିକା ଭାବେ ସୁଦିପ୍ତା ଦାଶ ମନୋନୀତ

ଆସିକା,୨୨/୧୧ (ଶୁଣାକଥା) ମନୋଜ କୁମାର ନାୟକ : ଅଖୀଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ସୁଶ୍ରୀ ନିତା ଡି.ସୈାଜାଙ୍କ ଅନୁମୋଦନ କ୍ରମେ ଆସିକା ନିର୍ବାଚନ ମଣ୍ଡଳୀର ଯୁବ ମହିଳା ନେତ୍ରୀ ସୁଦିପ୍ତା ଦାଶଙ୍କୁ ଓଡିଶା ମହିଳା କଂଗ୍ରେସ ସମ୍ପାଦିକା ରୁପେ ମନୋନୀତ କରାଯାଇଛି । ଏ ସମ୍ପର୍କରେ

ଆସିକା ଏନଏସି ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତି ପାଳିତ

ଆସିକା,୨/୧୦ (ମନୋଜ କୁମାର ନାୟକ) - ଆସିକା ଏନଏସି ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ୧୫୪ ତମ ଜନ୍ମ ଜୟନ୍ତି ପାଳିତ ହୋଇଛି । ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ବିନେତା ସ୍ୱାଇଁଙ୍କ ତତ୍ୱାବାଧାନରେ ପବିତ୍ର ଗାନ୍ଧୀ ଜୟନ୍ତି ପାଳିତ ହୋଇଥିଲା । ଏହି ଅବସରରେ ପ୍ରାତଃ

ଆସିକା ବିଜେପି ପକ୍ଷରୁ ତହସିଲ ଘେରାଉ, ଭୂ-ବନ୍ଦୋବସ୍ତ ବସ୍ତ ପାଇଁ ଦାବୀ

ଆସିକା,୮/୯ (ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଆସିକା ସହରବାସୀଙ୍କ ମୂଳ ସମସ୍ୟା ଘରବାରି ପଟ୍ଟାକୁ କେନ୍ଦ୍ର କରି ଭାରତୀୟ ଜନତା ପାର୍ଟୀ ଆଜି ତହସିଲ ଘେରାଉ କରିଛି । ଦିର୍ଘ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ଏହାର ସମାଧାନ ପାଇଁ ସହରବାସୀ ଅଭିଯୋଗ କରି ଆସୁଛନ୍ତି ।