Browsing Tag

Education

ଆସିକାରେ ତ୍ରିଦିବସୀୟ ତାଲିମ ଶିବିର ‘ସାମର୍ଥ୍ୟ’ ଉଦଯାପିତ

ଆସିକା,୧୩/୯ (ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସମଗ୍ର ଶିକ୍ଷା, ଗଞ୍ଜାମ ପକ୍ଷରୁ ଅନ୍ତର୍ନିବେଶୀ ଶିକ୍ଷା ବିଭାଗ, ଷ୍ଟାର ପ୍ରୋଜେକ୍ଟ ଜରିଆରେ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ତ୍ରିଦିବସୀୟ ତାଲିମ ଶିବିର

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ‘ସାମର୍ଥ୍ୟ’ ତ୍ରିଦିବସୀୟ ତାଲିମ ଶିବିର

ଆସିକା,୧୧/୯ (ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ " ସାମର୍ଥ୍ୟ " ତ୍ରିଦିବସୀୟ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ସମଗ୍ର ଶିକ୍ଷା, ଗଞ୍ଜାମ ଆନୁକୂଲ୍ୟରେ ଅନ୍ତର୍ନିବେଶୀ

ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ପୂଜନ ଉତ୍ସବ

ଆସିକା,୫/୯(ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ଗୁୁର ପୂଜନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମ ଆସିକା ସହର ଉପକଣ୍ଠ ହରିହର ହାଇସ୍କୁ୍‌ଲ ଠାରେ ଅନୁଷ୍ଠିତ ହୋଇଥିଲା । ମୁ୍‌ଖ୍ୟ ଅତିଥି ଭାବେ

ଆସିକା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ ପାଳିତ

ଆସିକା,୫/୯(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ପବିତ୍ର ଗୁରୁ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ପାଣ୍ଡିଆପଥର ଜୟଦୁର୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଟିତ ହୋଇଥିଲା । ଆସିକା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି

ଆସିକା ବ୍ଲକରେ ଦୁଇଟି ଶିକ୍ଷକ ସଂଘ ପକ୍ଷରୁ ପୃଥକ ପୃଥକ ଗୁରୁ ଦିବସ ପାଳିତ

ଆସିକା,୫/୯(ମନୋଜ କୁମାର ନାୟକ) – ଭାରତୀୟ ପରମ୍ପରା ଅନୁଯାୟୀ ଗୁରୁ ଜଣେ ବ୍ୟକ୍ତି ନୁହଁନ୍ତି ବରଂ ଏକ ଶକ୍ତିର ଉତ୍ସ । ଛାତ୍ର ଜୀବନ ଗଢିବାରେ ସେ ହେଉଛନ୍ତି ଭଗବାନ । ଗୁରୁଙ୍କ ପ୍ରତ୍ୟେକ ଚିନ୍ତା ଓ ଚେତନାରେ ଐଶ୍ୱରୀୟ ବିଭୂତି ପ୍ରକାଶିତ ହୋଇଥାଏ । ସେ ଜଣେ ସାଧାରଣ ବ୍ୟକ୍ତି ହୋଇଥିଲେ ମଧ୍ୟ

ଗୁରୁ ଦିବସରେ ଏସ.ଏସ.ବି ଅଧ୍ୟାପକଙ୍କ କଳାବ୍ୟାଜ ପରିଧାନ

ଆସିକା,୫/୯ (ମନୋଜ କୁମାର ନାୟକ) - ଓଡିଶା ରାଜ୍ୟ ଚୟନ ବୋର୍ଡ ଅଧ୍ୟାପକ ସଂଘ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲାରେ ୨୭ ଗୋଟି ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର କାର୍ଯ୍ୟରତ ୨୫୩ ଜଣ ଅଧ୍ୟାପକ ପବିତ୍ର ଗୁରୁ ଦିବସରେ କଳା ବ୍ୟାଜ ପରିଧାନ କରିଛନ୍ତି । ଆଜି ଆସିକା ବିଜ୍ଞାନ

ଧରାକୋଟ ଋୟାଲ ଡିଗ୍ରୀ କଲେଜରେ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

ଧରାକୋଟ,୩/୯(ମନୋଜ କୁମାର ନାୟକ) - ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅନେକ ଶିକ୍ଷାନୁଷ୍ଠାନ ଗଢି ଉଠିଛି । ଗଞ୍ଜାମ ଜିଲ୍ଲା ଧରାକୋଟ ଠାରେ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ସ୍ୱପ୍ନକୁ ସାକାର କରିବା ପାଇଁ ରୟାଲ ଡିଗ୍ରୀ କଲେଜ ଖୋଲିବା ନେଇ ଅନୁମତି ମିଳିଛି । ଏହାର ସଫଳ

ଆସିକାରେ ଫାଇଲେରିଆ ନିରାକରଣ ଅଭିଯାନ

ଆସିକା,୧୨/୮(ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆଜି ଫାଇଲେରିଆ ନିରାକରଣ ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀଙ୍କ ନିକଟରେ ସଚେତନତା

ଧରାକୋଟ ବି.ଇ.ଓ କାର୍ଯ୍ୟାଳୟରେ ନୂତନ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଆସିକା,୩/୮ (ମନୋଜ କୁମାର ନାୟକ) –ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଆଜି ନୂତନ ସ୍ଥାୟୀ ଗୋଷ୍ଠି ଶିକ୍ଷାଧିକାରୀ ଭାବେ ଲିଙ୍ଗରାଜ ସ୍ୱାଇଁ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଦିର୍ଘ ଦିନ ଧରି ଏହି ପଦବୀ ଖାଲି ପଡି ରହିଥିଲା । ସେ ଭାରପ୍ରାପ୍ତ ବି.ଇ.ଓ ଅଭିମନ୍ୟୁ ସାହୁଙ୍କ ଠାରୁ ଦାୟିତ୍ୱ

ଆସିକା ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟରେ କାର୍ଗିଲ ବିଜୟ ଦିବସ ପାଳିତ

ଆସିକା,୨୬/୭ ( ମନୋଜ କୁମାର ନାୟକ ) - ଗଞ୍ଜାମ ଜିଲ୍ଲା ଆସିକା ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟରେ ଆଜି କାର୍ଗିଲ ବିଜୟ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଏନଏସଏସ ବିଭାଗ ପରିଚାଳକ ଅଧ୍ୟାପକ ସନାତନ ପଣ୍ଡା ସଂଯୋଜନା କରିଥିଲେ । ଯୁବ ରେଡକ୍ରସ ପରିଚାଳକ