Browsing Tag

dharakote

ମୁଣ୍ଡମରାଇ ଠାରେ ଧରାକୋଟ ତାଲୁକା ବିଶ୍ୱକର୍ମା ସମାଜ କର୍ମକର୍ତା ନିର୍ବାଚନ

ଆସିକା,୨୦/୯ (ମନୋଜ କୁମାର ନାୟକ)- ଗଞ୍ଜାମ ଜିଲ୍ଲା ଧରାକୋଟ ତାଲୁକା ବିଶ୍ୱକର୍ମା ସମାଜ କର୍ମକର୍ତା ନିର୍ବାଚନ ଅନୁଷ୍ଟିତ ହୋଇଛି । ମୁଣ୍ଡମରାଇ ସ୍ଥିତ ହିରାଖଣ୍ଡି ବିଶ୍ୱକର୍ମା ମନ୍ଦିର ଠାରେ କର୍ମକର୍ତା ନିର୍ବାଚନ ଅନୁଷ୍ଟିତ ହୋଇଥିବା ବେଳେ ରାଜଶ୍ରୀ ଦୟାନିଧୀ ମହାରଣା ଓ ସଭାପତି ତାରିଣୀ

ଧରାକୋଟର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଧୂମଧାମରେ ପାଳିତ

ଆସିକା,୨୦/୯ (ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ବିଦ୍ୟାଦାତା ଗଣେଶଙ୍କ ପୂଜା ବଡ ଧୁମଧାମରେ ପାଳିତ ହୋଇଛି ।ଏହି ଅବସରରେ କଳସ ସ୍ଥାପନା, ମଣ୍ଡଳ ପୂଜା, ଷୋଡଶ ଉପଚାରରେ ପ୍ରଭୁଙ୍କୁ ପୂଜା ପରେ ଭୋଗଲାଗି କରାଯାଇଥିଲା । ଧରାକୋଟ ଗଡର

କୁଷଗୁମା ଓଡିଶା ଆଦର୍ଶ ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ

ଧରାକୋଟ,୧୯/୯ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କୁଷଗୁମା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ପ୍ରତିଷ୍ଠା ଦିବସ ବିଦ୍ୟାଳୟ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦୋରାଙ୍କ ପୈାରହିତ୍ୟରେ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ

ସରକାରୀ ଯୋଜନା ସଫଳ ରୁପାୟନ ପାଇଁ ବିଜେଡିର ଡିଜିଟାଲ ତାଲିମ

ଆସିକା,୧୯/୯ (ମନୋଜ କୁମାର ନାୟକ) – ରାଜ୍ୟ ସରକାର ଲୋକଙ୍କ ପାଇଁ ସାମାଜିକ ଓ ଅର୍ଥନୈତିକ ବୃଦ୍ଧି ନେଇ ଅନେକ ଲୋକାଭିମୂଖୀ ଯୋଜନା ପ୍ରଣୟନ କରିଛନ୍ତି । ଏହାର ସଫଳ ରୂପାୟନ ଯେପରି ଲୋକଙ୍କ ନିକଟରେ ପହଁଚିବ ସେଥିପାଇଁ ବିଜେଡି ପକ୍ଷରୁ ଏକ ଡିଜିଟାଲ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ

ଧରାକୋଟରେ ୪୫ ତମ ତାଲୁକା ସ୍ତରୀୟ ବିଶ୍ୱକର୍ମା ପୂଜା ଓ ବାର୍ଷିକ ସାଧାରଣ ସଭା

ଆସିକା,୧୭/୯ (ମନୋଜ କୁମାର ନାୟକ)- ଗଞ୍ଜାମ ଜିଲ୍ଲା ଧରାକୋଟ ଠାରେ ଆଜି ୪୫ ତମ ତାଲୁକା ସ୍ତରୀୟ ବିଶ୍ୱକର୍ମା ପୂଜା ଓ ବାର୍ଷିକ ସାଧାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ମୁଣ୍ଡମରାଇ ହିରାଖଣ୍ଡି ସ୍ଥିତ ବିଶ୍ୱକର୍ମା ମନ୍ଦିର ପୀଠରେ ଅନୁଷ୍ଠିତ ହୋଇଥିବା ବେଳେ

ବାଳାମଣି ଠାକୁରାଣୀ ଓ ବିଜେ ବୈଦ୍ୟନାଥ ମନ୍ଦିରକୁ ବିଦ୍ୟୁତ ସଂଯୋଗ ଦାବୀ

ଆସିକା,୪/୯(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ଜଗମୋହନ ପଞ୍ଚାୟତ ଜଗମୋହନ ଗ୍ରାମରେ ବାଳାମଣୀ ଠାକୁରାଣୀ ମନ୍ଦିର ଓ ବିଜେ ବୈଦ୍ୟନାଥ ମନ୍ଦିରକୁ ବିଦ୍ୟୁତ ସଂଯୋଗ ଦାବୀ ହୋଇଛି । ଏନେଇ ଆଜି ଧରାକୋଟ ବିଦ୍ୟୁତ କାର୍ଯ୍ୟାଳୟରେ ପହଁଚି ଶତାଧିକ ଗ୍ରାମବାସୀ ଅଭିଯୋଗ

ଧରାକୋଟ ଚାରିଛକ ଠାରେ ହାଇମାକ୍ସ ଲାଇଟ ଉଦଘାଟିତ

ଧରାକୋଟ,୪/୯(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଧରକୋଟ ଚାରି ଛକ ଠାରେ ଆଜି ହାଇମାକ୍ସ ଲାଇଟ ଉଦଘାଟିତ ହୋଇଛି । ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରୁଗୁମୁ ସରପଞ୍ଚ ଗିତାଞ୍ଜଳୀ ସ୍ୱାଇ, ପୂର୍ବତନ ସରପଞ୍ଚ ସୁଧାକର

ଧରାକୋଟ ଋୟାଲ ଡିଗ୍ରୀ କଲେଜରେ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

ଧରାକୋଟ,୩/୯(ମନୋଜ କୁମାର ନାୟକ) - ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅନେକ ଶିକ୍ଷାନୁଷ୍ଠାନ ଗଢି ଉଠିଛି । ଗଞ୍ଜାମ ଜିଲ୍ଲା ଧରାକୋଟ ଠାରେ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ସ୍ୱପ୍ନକୁ ସାକାର କରିବା ପାଇଁ ରୟାଲ ଡିଗ୍ରୀ କଲେଜ ଖୋଲିବା ନେଇ ଅନୁମତି ମିଳିଛି । ଏହାର ସଫଳ

ଧରାକୋଟରେ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର

ଆସିକା,୧୦/୮ (ମନୋଜ କୁମାର ନାୟକ)- ଗଞ୍ଜାମ ଜିଲ୍ଲା ଧରାକୋଟ ୱାର୍ଡ ନମ୍ବର-୭ ମଝିସାହି ସ୍ଥିତ ଅଙ୍ଗନବାଡି କେନ୍ଦ୍ର ଠାରେ ମାଗଣା ପରଳ ଚକ୍ଷୁ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବ୍ରହ୍ମପୁର ଏଲ.ଭି.ପ୍ରସାଦ ଚକ୍ଷୁ ଅନୁଷ୍ଠାନ ପକ୍ଷରୁ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ

ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱ ଗ୍ରହଣ

ଆସିକା, ୧୦/୮ (ମନୋଜ କୁମାର ନାୟକ ) - ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟରେ ଆଜି ସ୍ଥାୟୀ ପ୍ରଧାନ ଶିକ୍ଷକ ରୁପେ ପ୍ରକାଶ ଚନ୍ଦ୍ର ସାହୁ ନିଜର କାର୍ଯ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୨୦୧୩ ମସିହାରୁ ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡି