Latest Post

teacher felicited at khetriya barapur college

ପରିବେଶବିତ ଶିକ୍ଷକ ଦ୍ୱିତୀକୃଷ୍ଣ ଲେଙ୍କାଙ୍କୁ “ଅମୂଲ୍ୟ ଦାଶ ସ୍ମତି ସମ୍ମାନ -୨୦୨୩” ରେ ସମ୍ମାନୀତ

ଭଞ୍ଜନଗର,୨୬/୭ (ମନୋଜ କୁମାର ନାୟକ) – କାରଗିଲ ବିଜୟର ପବିତ୍ର ଦିବସରେ ଗଞ୍ଜାମ ଜିଲ୍ଲା କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଠାରେ ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ଅମୂଲ୍ୟ…

people-agitate-against-sahara-refund-portal

ଆସିକା ବିଜୁ ଛକରେ ଗର୍ଜିଲେ ସାହାରା ଜମାକାରୀ ଓ ଜମାକର୍ତା : ସି.ଆର.ସି.ଏସ ସାହାରା ରିଫଣ୍ଡ ପୋର୍ଟାଲକୁ ବିରୋଧ

ଆସିକା,୨୫/୭(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ସହର ଓ ଏହାର ଆଖପାଖ ଅଚଂଳର ସାହାରା ଜମାକାରୀ ମାନେ ସି.ଆର.ସି.ଏସ ସାହାରା ରିଫଣ୍ଡ ପୋର୍ଟାଲକୁ ବିରୋଧ…

DEMAND FOR RUSUKULIA ZILLA AT ASKA

ଆସିକାରେ ଋଷିକୁଲ୍ୟା ଜିଲ୍ଲା ଗଠନ ପାଇଁ ସ୍ୱର ଉଠିଲା : ଦାବୀ ପୂରଣ ନ ହେଲେ ଭୋଟ ବର୍ଜନ କରିବ ଆସିକା ଓକିଲ ସଂଘ

ଆସିକା,୨୫/୭( ମନୋଜ କୁମାର ନାୟକ ) – ଦିର୍ଘ ବର୍ଷର ନିରବତା ପରେ ପୁଣି ଜିଲ୍ଲା ଗଠନ ପାଇଁ ଦାବୀ ଜୋର ଧରିଛି । ଭଞ୍ଜନଗର ଠାରେ…

ossta teachers meeting at aska

ଆସନ୍ତା ମାସରେ ଓଷ୍ଟା ଶିକ୍ଷକ ସଂଘ ପକ୍ଷରୁ ଡିଇଓ ଅଫିସ ଘେରାଉ : ଅଗଷ୍ଟ ୧୬ ଏବଂ ୧୭ ରେ ଲୋୟର ପିଏମଜି ରୋଡରେ ଶୋଭାଯାତ୍ରା ଓ ଧାରଣା

ଆସିକା,୨୨/୭ (ମନୋଜ କୁମାର ନାୟକ) – ଆସନ୍ତା ଅଗଷ୍ଟ ମାସରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଶାଖା ଆସିକା ବ୍ଲକ ପକ୍ଷରୁ ବିଭିନ୍ନ ଦାବୀ…

Recruitment drive point at college

ଆରୋହନ କମ୍ପାନୀ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଚାକିରୀରେ ସଂସ୍ଥାପନ କାର୍ଯ୍ୟକ୍ରମ

ଆସିକା,୨୧/୭ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀଙ୍କ ନିମନ୍ତେ ଯୋଗ୍ୟତା ନିରୂପଣ ଓ ଚାକିରୀରେ ସଂସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ…

a day for children programme held

ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆସିକା,୧୯/୭ ( ପ୍ରତିନିଧି – ମନୋଜ କୁମାର ନାୟକ ) – ଆସିକା ବ୍ଲକ ବାବନପୁର ପଞ୍ଚାୟତ କାର୍ଯ୍ୟାଳୟରେ ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

AAP leaders hold meeting to strengthen their outfit for 2024 elections

ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲେ ଆପ ନେତା, ଆସିକା ବୈଠକରେ ଯୋଗ ଦେଲେ ଜିଲ୍ଲାସ୍ତରୀୟ ନେତା

ଆସିକା,୧୯/୭ ( ପ୍ରତିନିଧି – ମନୋଜ କୁମାର ନାୟକ ) – ଦିଲ୍ଲୀ ଓ ପଞ୍ଜାବରେ ବିଜୟର ବାନା ଉଡାଇବା ପରେ ସେଠାରେ ଶାସନ କରୁଥିବା ଆପ…

magura village people protested for right at tahasil aska
Police destroyed huge quantity explosive at jhagadei hill near Aska

ବାଇକ ଦୁର୍ଘଟଣାରେ ଆହତ ଯୁବକକୁ ମେଡିକାଲରେ ଭର୍ତ୍ତି କରିଲେ ଗଞ୍ଜାମ ଏସ.ପି

ଆସିକା,୧୭/୭ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ପାକଲାପଲ୍ଲୀ ଗେଟ ନିକଟରେ ବାଇକ ଦୁର୍ଘଟଣାରେ ଗୁରୁତର ଯୁବକ ଶତ୍ରୁଘନ ସାମଲକୁ ଗଞ୍ଜାମ…

Dry paddy crop field at Aska (1)

You missed